ଆନ୍ଧ୍ରପ୍ରଦେଶର ସ୍କ୍ରାପ୍ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ, ୨ ମୃତ

ଅନନ୍ତପୁର : ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଥିବା ଏକ ସ୍କ୍ରାପ ଗୋଦାମରେ ଆଜି ଏକ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବାର ଖବର ହସ୍ତଗତ ହୋଇଛି। ଏହି ବିସ୍ଫୋରଣ ଫଳରେ ୨ ଜଣ ମହିଳା ଶ୍ରମିକ ପ୍ରାଣ ହରାଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଅନନ୍ତପୁରର ଏନଟିଆର ମାର୍ଗରେ ଥିବା ଏକ ସ୍କ୍ରାପ ଗୋଦାମ୍ (କବାଡ଼ି ଗୋଦାମ)ରେ ଥିବା କେତେକ ସାମଗ୍ରୀକୁ ମେସିନ ଦ୍ବାରା କଟାଯାଉଥିବାବେଳେ ପ୍ରଚଣ୍ଡ … Continue reading ଆନ୍ଧ୍ରପ୍ରଦେଶର ସ୍କ୍ରାପ୍ ଗୋଦାମରେ ପ୍ରଚଣ୍ଡ ବିସ୍ଫୋରଣ, ୨ ମୃତ